ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ‘ଲକ୍‌ଡାଉନ୍‌’: ମେ ୩ ପର୍ଯ୍ୟନ୍ତ କଟକଣା

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣ ଅତି ଦ୍ରୁତ ବେଗରେ ବୃଦ୍ଧି ପାଇବା ଯୋଗୁଁ ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ‘ଲକ୍‌ଡାଉନ୍‌’ ବଢ଼ାଇ ଦିଆଯାଇଛି। ତେଣୁ, ଗତ ସପ୍ତାହ ଠାରୁ ଜାରି କରାଯାଇଥିବା କଟକଣା ସବୁ ମେ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏ ସଂକ୍ରାନ୍ତରେ ଭର୍ଚ୍ୟୁଆଲ୍‌ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଲେ, ଭୂତାଣୁ ଦିଲ୍ଲୀରେ ସର୍ବନାଶ କରି ଚାଲିଛି। ଆମେ ଦିଲ୍ଲୀରେ ୬ ଦିନିଆ … Continue reading ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ‘ଲକ୍‌ଡାଉନ୍‌’: ମେ ୩ ପର୍ଯ୍ୟନ୍ତ କଟକଣା